or_tn/1co/05/02.md

8 lines
905 B
Markdown
Raw Normal View History

2020-11-19 00:15:53 +00:00
# Should you not mourn instead?
କରିନ୍ଥୀୟମାନଙ୍କୁ ଭର୍ତ୍ସନା କରିବା ପାଇଁ ଏହି ଆଳଙ୍କାରିକ ପ୍ରଶ୍ନଗୁଡିକ ବ୍ୟବହାର କରାଯାଇଛି । ବିକଳ୍ପ ଅନୁବାଦ: “ଏହା ପରିବର୍ତ୍ତେ ତୁମ୍ଭେମାନେ ଶୋକ କରିବା ଆବଶ୍ୟକ!” (ଦେଖ:[[rc://*/ta/man/translate/figs-rquestion]])
# The one who did this must be removed from among you
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ଯିଏ ଏହା କରିଛି ତାହାକୁ ବାହାର କରିଦେବା ଉଚିତ୍”(ଦେଖ:[[rc://*/ta/man/translate/figs-activepassive]])