or_tn/1co/04/15.md

12 lines
2.0 KiB
Markdown
Raw Normal View History

2020-11-19 00:15:53 +00:00
# ten thousand guardians
ଜଣେ ମାତ୍ର ଆତ୍ମିକ ପିତାକୁ ଗୁରୁତ୍ବ ଦେବା ନିମନ୍ତେ ସେମାନଙ୍କୁ ଶିକ୍ଷା ଦାନ କରିଥିବା ଲୋକମାନଙ୍କର ସଂଖ୍ୟା ଏକ ଅତ୍ୟୁକ୍ତି ଅଟେ । ବିକଳ୍ପ ଅନୁବାଦ: “ ଅନେକ ଅଭିଭାବକ” ବା “ଅଭିଭାବକମାନଙ୍କର ଏକ ବୃହତ୍ ଦଳ”(ଦେଖ:[[rc://*/ta/man/translate/figs-hyperbole]])
# I became your father in Christ Jesus through the gospel
ପାଉଲ ପ୍ରଥମତଃ ଗୁରୁତ୍ବ ଦେଇ କହନ୍ତି ଯେ କରିନ୍ଥୀୟମାନଙ୍କ ସହିତ ତାଙ୍କର ସଂପର୍କ ଅଧିକ ଗୁରୁତ୍ବପୂର୍ଣ୍ଣ ଭାବରେ “ଖ୍ରୀଷ୍ଟଙ୍କଠାରେ"" ଅଟେ, ଦ୍ବିତୀୟରେ ଏହା ଏଥି ନିମନ୍ତେ ହୋଇଛି କାରଣ ସେ ସେମାନଙ୍କୁ ସୁସମାଚାର ଶୁଣାଇଥିଲେ, ଏବଂ ତୃତୀୟରେ ଏଥି ନିମନ୍ତେ ଯେ ସେ ସେମାନଙ୍କର ପିତାତୁଲ୍ୟ ଅଟନ୍ତି । ବିକଳ୍ପ ଅନୁବାଦ: “ମୁଁ ଯେତେବେଳେ ତୁମ୍ଭମାନଙ୍କୁ ସୁସୁମାଚାର ଶୁଣାଇଲି ସେତେବେଳେ ଇଶ୍ବରହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ସମ୍ମିଳିତ କଲେ ଆଉ ତହିଁ ହେତୁ ମୁଁ ତୁମ୍ଭମାନଙ୍କର ପିତା ହୋଇପାରିଛି”
# I became your father
ଯେହେତୁ ପାଉଲ କରିନ୍ଥୀୟମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢାଇ ଆଣିଥିଲେ, ତେଣୁ କରି ସେ ସେମାନଙ୍କର ପିତାତୁଲ୍ୟ ଅଟନ୍ତି । (ଦେଖ:[[rc://*/ta/man/translate/figs-metaphor]])