or_tn/1co/03/07.md

8 lines
1003 B
Markdown
Raw Normal View History

2020-11-19 00:15:53 +00:00
# neither he who plants ... is anything. But it is God who gives the growth
ପାଉଲ ଜୋର ଦେଇ କହନ୍ତି ଯେ ବିଶ୍ବାସୀମାନଙ୍କ ଆତ୍ମିକ ଜୀବନର ବୃଦ୍ଧି କରିବାରେ ସେ କିମ୍ବା ଆପଲ୍ଲ ଦାୟୀ ନୁହଁନ୍ତି, ମାତ୍ର ଏହା ଈଶ୍ବରଙ୍କ କାର୍ଯ୍ୟ ।
# it is God who gives the growth
ଏଠାରେ ବୃଦ୍ଧି ପ୍ରଦାନ କରିବାର ଅର୍ଥ ହେଉଛି ବଢିବାରେ ସାହାଯ୍ୟ କରିବା । ଗୁଣବାଚକ ବିଶେଷ୍ୟ “ବୃଦ୍ଧିକୁ” କ୍ରିୟାପଦରେ ଅନୁବାଦ କରାଯାଇପାରିବ । ବିକଳ୍ପ ଅନୁବାଦ: “ଈଶ୍ବର ହିଁ ତୁମ୍ଭମାନଙ୍କର ବୃଦ୍ଧି ସାଧନ କରିଥାନ୍ତି”(ଦେଖ:[[rc://*/ta/man/translate/figs-abstractnouns]])