or_tn/1co/03/02.md

8 lines
1.2 KiB
Markdown
Raw Normal View History

2020-11-19 00:15:53 +00:00
# I fed you milk, not solid food
ଯେପରି ଶିଶୁମାନେ କେବଳ ଦୁଗ୍ଧ ହିଁ ନେଇଥାନ୍ତି ସେହିପରି କରିନ୍ଥିୀୟମାନେ କେବଳ ସରଳ ସତ୍ୟକୁ ହିଁ ବୁଝିପାରିବେ । ସେମାନେ କଠିନ ଖାଦ୍ୟ ଖାଇ ପାରୁଥିବା ବାଳକମାନଙ୍କ ପରି ବୃହତ୍ତର ସତ୍ୟକୁ ଜାଣିବା ନିମନ୍ତେ ପରିପକ୍ବ ନୁହଁନ୍ତି (ଦେଖ:[[rc://*/ta/man/translate/figs-metaphor]])
# you are not yet ready
ଏହା ସ୍ପଷ୍ଟ ଯେ ସେମାନେ ଅଧିକ କଠିନ ଶିକ୍ଷାକୁ ବୁଝିବା ପାଇଁ ପ୍ରସ୍ତୁତ ନାହାଁନ୍ତି । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କୁ ଅନୁସରଣ କରିବା ବିଷୟକ କଠିନ ଶିକ୍ଷା ଗ୍ରହଣ କରିବା ନିମନ୍ତେ ତୁମ୍ଭେମାନେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହଁ” (ଦେଖ:[[rc://*/ta/man/translate/figs-explicit]])