or_tn/1co/02/12.md

8 lines
747 B
Markdown
Raw Normal View History

2020-11-19 00:15:53 +00:00
# General Information:
ଏଠାରେ “ଆମ୍ଭେମାନେ” ଶବ୍ଦଟି ପାଉଲ ଏବଂ ତାଙ୍କର ଶ୍ରୋତାମାନଙ୍କୁ ଦର୍ଶାଏ(ଦେଖ:[[rc://*/ta/man/translate/figs-inclusive]])
# freely given to us by God
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯାହା ଈଶ୍ବର ଆମ୍ଭମାନଙ୍କୁ ବିନା ମୂଲ୍ୟରେ ଦେଇଛନ୍ତି” ବା ""ଯାହା ଈଶ୍ବର ଆମ୍ଭମାନଙ୍କୁ ଦୟା ପୁର୍ବକ ଦେଇଅଛନ୍ତି” (ଦେଖ:[[rc://*/ta/man/translate/figs-activepassive]])