or_tn/1co/02/02.md

4 lines
1.1 KiB
Markdown
Raw Normal View History

2020-11-19 00:15:53 +00:00
# I decided to know nothing ... except Jesus Christ
ଯେତେବେଳେ ପାଉଲ କହିଲେ ଯେ “କୌଣସି ବିଷୟରେ ଜାଣିବା ପାଇଁ ଇଛା କରୁନାହି” ସେ ଅତିରଞ୍ଚିତ କରି କହନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କଠାରେ ଲକ୍ଷ୍ୟ ରଖିବା ଓ ତାହାଙ୍କ ବିଷୟରେ ଶିକ୍ଷା ଦେବା ଛଡା ଆଉ କାହିଁରେ ଗୁରୁତ୍ବ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଯୀଶୁ ଖ୍ରୀଷ୍ଟଙ୍କ ବିନା ଆଉ ଅନ୍ୟ କୌଣସି ଶିକ୍ଷା ଦେବା ନିମନ୍ତେ ଚାହୁଁ ନାହିଁ । ବା “ଯୀଶୁ ଖ୍ରୀଷ୍ଟଙ୍କ ବ୍ୟତୀତ ମୁଁ ଆଉ କୌଣସି ବିଷୟରେ ଶିକ୍ଷା ଦେବି ନାହି ବୋଲି ନିଷ୍ପତ୍ତି କରିଅଛି”(ଦେଖ:[[rc://*/ta/man/translate/figs-hyperbole]])