or_tn/1co/01/30.md

12 lines
960 B
Markdown
Raw Normal View History

2020-11-19 00:15:53 +00:00
# Because of what God did
ଏହା ଖ୍ରୀଷ୍ଟଙ୍କ କୃଶ ଉପରେ କରିଥିବା କାର୍ଯ୍ୟକୁ ସୂଚାଏ ।
# us ... our
ଏହି ଶବ୍ଦଗୁଡିକ ପାଉଲ, ତାଙ୍କ ସହିତ ଥିବା ଲୋକମାନଙ୍କୁ, ଏବଂ କରିନ୍ଥୀୟମାନଙ୍କୁ ସୂଚାଏ । (ଦେଖ:[[rc://*/ta/man/translate/figs-inclusive]])
# Christ Jesus, who became for us wisdom from God
ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କୁ ସ୍ପଷ୍ଟ କରିଅଛନ୍ତି ଯେ ଇଶ୍ବର କେତେ ବୁଦ୍ଧିମାନ ଅଟନ୍ତି” ବା )ଯୀଶୁ ଖ୍ରୀଷ୍ଟ, ଆମ୍ଭମାନଙ୍କୁ ଈଶ୍ବରଙ୍କ ଜ୍ଞାନ ଦେଇଅଛନ୍ତି I” (ଦେଖ[[rc://*/ta/man/translate/figs-metonymy]])