or_tn/1co/01/20.md

16 lines
1.8 KiB
Markdown
Raw Normal View History

2020-11-19 00:15:53 +00:00
# Where is the wise person? Where is the scholar? Where is the debater of this world?
ପାଉଲ ଗୁରୁତ୍ବ ଦେଇ କହନ୍ତି ଯେ ବାସ୍ତବ ଜ୍ଞାନୀ ଲୋକମାନେ କେଉଁଠି ମଧ୍ୟ ନାହାନ୍ତି । ବିକଳ୍ପ ଅନୁବାଦ: ସୁସମାଚାରର ଜ୍ଞାନର ତୁଳନାରେ ଜ୍ଞାନୀ ଲୋକ କେହି ନାହାଁନ୍ତି, ନା ବିଦ୍ବାନ, ନା ଯୁକ୍ତିକାରୀ !”(ଦେଖ:[[rc://*/ta/man/translate/figs-rquestion]])
# the scholar
ଏପରି ଜଣେ ବ୍ୟକ୍ତି ଯିଏକି ଗଭୀର ଅଧ୍ୟୟନ ଦ୍ବାରା ଜ୍ଞାନ ଅର୍ଜନ କରିଥିବା ବ୍ୟକ୍ତି ଭାବରେ ଜଣା ଯାଇଥାଏ ।
# the debater
ଏପରି ଜଣେ ବ୍ୟକ୍ତି ଯିଏ କି ଯେଉଁ ବିଷୟରେ ତାହାର ଜ୍ଞାନ ଅଛି ସେହି ବିଷୟରେ ଯୁକ୍ତି କରେ ବା ସେହି ପ୍ରକାରର ଯୁକ୍ତି କରିବାରେ ନିପୁଣ ଅଟେ
# Has not God turned the wisdom of the world into foolishness?
ଇଶ୍ବର ଏହି ଜଗତର ଜ୍ଞାନ ସହିତ କ’ଣ କରିଛନ୍ତି ତାହାକୁ ଗୁରୁତ୍ବ ଦେବା ପାଇଁ ପାଉଲ ଏହି ପ୍ରକାରର ପ୍ରଶ୍ନର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଇଶ୍ବର ପ୍ରକାଶ କରିଅଛନ୍ତି ଯେ ଯେଉଁ ସମସ୍ତ ବିଷୟକୁ ସେମାନେ ଜ୍ଞାନ ବୋଲି କହନ୍ତି ସେସମସ୍ତ ପ୍ରକୃତରେ ମୁର୍ଖତା ଅଟେ” (ଦେଖ:[[rc://*/ta/man/translate/figs-rquestion]])