or_tn/1co/01/17.md

8 lines
1.6 KiB
Markdown
Raw Normal View History

2020-11-19 00:15:53 +00:00
# Christ did not send me to baptize
ଏହାର ଅର୍ଥ ଏହି ଯେ ପାଉଲଙ୍କ ସେବାକାର୍ଯ୍ୟରେ ବାପ୍ତିସ୍ମ ପ୍ରାଥମିକ ଉଦ୍ଦେଶ୍ୟ ନଥିଲା ।
# words of human wisdom ... the cross of Christ should not be emptied of its power
ପାଉଲ “ମନୁଷ୍ୟର ଜ୍ଞାନର କଥା” ବିଷୟରେ କହନ୍ତି ସତେ ଯେପରି ସେଗୁଡ଼ିକ ଲୋକମାନେ ଥିଲେ, କୃଶ ସତେ ଯେମତି ଗୋଟିଏ ଡବା ପରି ଏବ ଶକ୍ତି ସତେ ଯେମିତି ଗୋଟିଏ ଭୌତିକ ବସ୍ତୁ ଯାହାକୁ ଯୀଶୁ ସେହି ଡବାରେ ରଖିପାରିବେ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ମନୁଷ୍ୟର ଜ୍ଞାନର କଥାଗୁଡିକ ... ମନୁଷ୍ୟର ଜ୍ଞାନର କଥାଗୁଡିକ ଖ୍ରୀଷ୍ଟଙ୍କ କୃଶର ଶକ୍ତିକୁ ମୁଲ୍ୟହୀନ ନ କରୁ” ବା “ମନୁଷ୍ୟର ଜ୍ଞାନର କଥାଗୁଡିକ ... ଲୋକମାନେ ଯୀଶୁଙ୍କ ସୁସମାଚାରରେ ବିଶ୍ବାସ କରିବା ବନ୍ଦ ନ କରନ୍ତୁ ଏବଂ ଯୀଶୁଙ୍କଠାରୁ ମୁଁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ନ ଭାବନ୍ତୁ” (ଦେଖ:[[rc://*/ta/man/translate/figs-activepassive]]ଏବଂ[[rc://*/ta/man/translate/figs-metaphor]])