or_tn/tit/02/11.md

8 lines
702 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ତୀତସଙ୍କୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିବାକୁ ଓ ଯୀଶୁଙ୍କ ଦ୍ବାରା ପ୍ରାପ୍ତ ଅଧିକାରକୁ ସ୍ମରଣ କରିବାକୁ ଉତ୍ସାହିତ କରୁଛନ୍ତି I
# the grace of God has appeared
ପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଅନ୍ୟ ଲୋକମାନଙ୍କ ନିକଟକୁ ଯାଉଥିବା ଜଣେ ବ୍ୟକ୍ତି ଅଟନ୍ତି I (ଦେଖ: [[rc://*/ta/man/translate/figs-personification]])