or_tn/tit/01/09.md

8 lines
699 B
Markdown
Raw Permalink Normal View History

2020-11-19 00:15:53 +00:00
# hold tightly to
ଖ୍ରୀଷ୍ଟିୟାନ ବିଶ୍ବାସ ପ୍ରତି ଅନୁରକ୍ତ ହେବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଜଣକର ହାତରେ ବିଶ୍ବାସକୁ ଧରିବା ପରି I ବିକଳ୍ପ ଅନୁବାଦ: “ଅନୁରକ୍ତ ହୁଅ” କିମ୍ବା “ଉତ୍ତମଭାବେ ଜାଣ” (ଦେଖ: [[rc://*/ta/man/translate/figs-metaphor]])
# good teaching
ସେ ଈଶ୍ବରଙ୍କ ବିଷୟରେ ଯାହା ସତ୍ୟ ଓ ଅନ୍ୟ ଆତ୍ମିକ ବିଷୟସବୁ ଶିକ୍ଷାଦେବା ଉଚିତ I