or_tn/tit/01/03.md

16 lines
886 B
Markdown
Raw Permalink Normal View History

2020-11-19 00:15:53 +00:00
# At the right time
ଯଥା ସମୟରେ
# he revealed his word
ପାଉଲ ଈଶ୍ବରଙ୍କ ବାକ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଦୃଶ୍ୟଭାବରେ ଲୋକମାନଙ୍କୁ ଦେଖାଇ ଦିଆଯାଇପାରିବ I ବିକଳ୍ପ ଅନୁବାଦ: “ସେ ମୋତେ ତାହାଙ୍କର ସମ୍ବାଦ ବୁଝିବାକୁ ଦେଲେ” (ଦେଖ: [[rc://*/ta/man/translate/figs-metaphor]])
# he trusted me to deliver
ସେ ମୋ’ଠାରେ ଭରସା କଲେ କିମ୍ବା “ସେ ମୋତେ ପ୍ରଚାର କରିବାକୁ ଦାୟିତ୍ବ ଦେଲେ”
# God our Savior
ଆମ୍ଭମାନଙ୍କ ତ୍ରାଣକାର୍ତ୍ତା ଈଶ୍ବର