or_tn/rom/16/16.md

8 lines
675 B
Markdown
Raw Permalink Normal View History

2020-11-19 00:15:53 +00:00
# a holy kiss
ସାଥୀ ବିଶ୍ବାସୀମାନଙ୍କ ପାଇଁ ସ୍ନେହର ଏକ ଅଭିବ୍ୟକ୍ତି
# All the churches of Christ greet you
ଏଠାରେ ପାଉଲ ଖ୍ରୀଷ୍ଟଙ୍କ ମଣ୍ଡଳୀ ବିଷୟରେ ସାମାନ୍ୟ ଭାବରେ କଥା କହନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ଅଞ୍ଚଳର ସମସ୍ତ ମଣ୍ଡଳୀର ବିଶ୍ବାସୀମାନେ ସେମାନଙ୍କର ଅଭିବାଦନ ତୁମ୍ଭମାନଙ୍କୁ ପଠାଉଛନ୍ତି” (ଦେଖ:[[rc://*/ta/man/translate/figs-hyperbole]])