or_tn/rom/15/30.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Now
ଯଦି ତୁମ୍ଭମାନଙ୍କ ଭାଷାରେ ଏହା ଦେଖାଇବାର କିଛି ପ୍ରଣାଳୀ ଅଛି ଯେ ପାଉଲ ସେ ସୁନିଶ୍ଚିତ ଥିବା ([ରୋମୀୟ ୧୫:୨୯] (II/୧୫/୯Imd)) ରେ ଲିଖିତ ଭଲ ବିଷୟଗୁଡିକ କହିବା ବନ୍ଦ କରିଦେଇଛନ୍ତି, ଓ ବର୍ତ୍ତମାନ ସେ ସମ୍ମୁଖିନ ହେଉଥିବା ବିପଦଗୁଡିକ ବିଷୟରେ କହିବା ଆରମ୍ଭ କରୁଛନ୍ତି, ତେବେ ତାହା ଏଠାରେ ବ୍ୟବହାର କର I
# I urge you
ମୁଁ ତୁମ୍ଭମାନଙ୍କୁ ପ୍ରୋତ୍ସାହିତ କରୁଅଛି
# brothers
ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ସାମିଲ ଅଛନ୍ତି I
# to strive together with
ତୁମ୍ଭେମାନେ କଠିନ ପରିଶ୍ରମ କରୁଅଛ ବା “ତୁମ୍ଭେମାନେ ସଂଘର୍ଷ କରୁଅଛ”