or_tn/rom/15/20.md

8 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# In this way, my desire has been to proclaim the gospel, but not where Christ is known by name
ପାଉଲ କେବଳ ସେହି ଲୋକମାନଙ୍କୁ ପ୍ରଚାର କରିବାକୁ ଚାହାଁନ୍ତି, ଯେଉଁମାନେ କେବେ ହେଁ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି କାରଣ ସକାଶୁ, ମୁଁ ସେହି ସ୍ଥାନମାନଙ୍କରେ ସୁସମାଚାର ପ୍ରଚାର କରିବାକୁ ଚାହୁଁଛି, ଯେଉଁଠାରେ ଲୋକମାନେ କେବେ ହେଁ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିନାହାନ୍ତି” (ଦେଖ:[[rc://*/ta/man/translate/figs-explicit]])
# in order that I might not build upon another man's foundation
ପାଉଲ ତାହାଙ୍କ ସୁସମାଚାର ବିଷୟରେ ଏପରି କହନ୍ତି ସତେ ଯେପରି ସେ ଏକ ମୂଳଦୁଆ ଉପରେ ଘର ତିଆରି କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେପରି ମୁଁ ଅନ୍ୟ ଜଣଙ୍କ କାର୍ଯ୍ୟକୁ ଆଗେଇ ନ ନେବି, ଯାହା କେହି ଜଣେ ଆରମ୍ଭ କରିସାରିଛି I ଅନ୍ୟ ଜଣର ମୂଳଦୁଆ ଉପରେ ଘର ତିଆରି କରିବାକୁ ଚାହୁଁଥିବା ଲୋକ ପରି ମୁଁ ହେବାପାଇଁ ଚାହୁଁ ନାହିଁ” (ଦେଖ:[[rc://*/ta/man/translate/figs-metaphor]])