or_tn/rom/15/15.md

4 lines
920 B
Markdown
Raw Permalink Normal View History

2020-11-19 00:15:53 +00:00
# the grace given me by God
ପାଉଲ ଅନୁଗ୍ରହ ବିଷୟରେ ଏପରି କହନ୍ତି ସତେ ଯେପରି ତାହା ଗୋଟିଏ ଭୌତିକ ଉପହାର, ଯାହା ଈଶ୍ବର ତାହାଙ୍କୁ ଦେଇଥିଲେ I ଈଶ୍ବର ପାଉଲଙ୍କୁ ପ୍ରେରିତ ଭାବରେ ନିଯୁକ୍ତ କରିଥିଲେ, ଯଦ୍ୟପି ସେ ଯୀଶୁଙ୍କୁ ଅନୁସରଣ କରିବା ପୂର୍ବରୁ ବିଶ୍ବାସୀମାନଙ୍କୁ ତାଡନା କରୁଥିଲେ I ତୁମ୍ଭେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଅନୁଗ୍ରହ ଯାହା ଈଶ୍ବର ମୋତେ ଦେଲେ” (ଦେଖ:[[rc://*/ta/man/translate/figs-activepassive]])