or_tn/rom/14/intro.md

20 lines
2.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# ରୋମୀୟ ୧୪ ଅଧ୍ୟାୟ ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀ ଓ ରୂପରେଖ
କେତେକ ଅନୁବାଦ କବିତାର ପ୍ରତ୍ୟେକ ପଂକ୍ତିକୁ ଅନ୍ୟ ଶାସ୍ତ୍ରାଂଶ ତୁଳନାରେ, ଡାହାଣ ପାଖରୁ କିଛି ଦୂରରେ ଲେଖିଅଛନ୍ତି, ଏହା ପଢିବାପାଇଁ ସହଜସାଧ୍ୟ ଅଟେ। ଏହି ଅଧ୍ୟାୟର ୧୧ ପଦରେ ULT ଏହି ପ୍ରକାରେ ଲେଖିଅଛି, ଯାହା ପୁରାତନ ନିୟମରୁ ଉଦ୍ଧୃତ ହୋଇଛି ।
ଏହି ଅଧ୍ୟାୟର ବିଶେଷ ଧାରଣା
### ବିଶ୍ବାସରେ ଦୁର୍ବଳ
ପାଉଲ ଶିକ୍ଷା ଦିଅନ୍ତି ଯେ ଖ୍ରୀଷ୍ଟିୟାନମାନେ ପ୍ରକୃତ ବିଶ୍ବାସ ଲାଭ କରିପାରିବେ ଓ ସେହି ଏକା ସମୟରେ କେତେକ ପରିସ୍ଥିତିରେ “ବିଶ୍ବାସରେ ଦୁର୍ବଳ” ହୋଇପାରନ୍ତି । ଏହା ଏପରି ଖ୍ରୀଷ୍ଟିୟାନମାନଙ୍କୁ ବର୍ଣ୍ଣନା କରେ, ଯାହାର ବିଶ୍ବାସ ଅପରିପକ୍ବ, ଦୃଢ ନୁହେଁ, ଓ ଭୁଲ୍ ବୁଝାମଣାବିଶିଷ୍ଟ ।(ଦେଖ:[[rc://*/tw/dict/bible/kt/faith]])
### ଖାଦ୍ୟ ସମ୍ବନ୍ଧୀୟ କଟକଣା
ପ୍ରାଚୀନ ପ୍ରାଚ୍ୟ ଦେଶର ଅନେକ ଧର୍ମଗୁଡ଼ିକରେ ଖାଇବାରେ ପ୍ରତିବନ୍ଧକ ଥିଲା । ଖ୍ରୀଷ୍ଟିୟାନମାନଙ୍କୁ ଖାଇବାରେ ସ୍ବାଧିନତା ଅଛି, ସେମାନେ ଯାହା ଚାହାଁନ୍ତି ତାହା ଖାଇପାରନ୍ତି । କିନ୍ତୁ ସେମାନେ ଏହି ସ୍ବାଧିନତାକୁ ବୁଦ୍ଧିମାନର ସହିତ ବ୍ୟବହାର କରିବା ଦରକାର, ପ୍ରଭୁଙ୍କର ସମ୍ମାନଜନକ ହେବା ଦରକାର ଓ ଅନ୍ୟମାନଙ୍କୁ ପାପ କରିବାକୁ ନ ପ୍ରବର୍ତ୍ତାଉ I(ଦେଖ:[[rc://*/tw/dict/bible/kt/sin]])
### ଈଶ୍ବରଙ୍କ ବିଚାର ଆସନ
ଈଶ୍ବରଙ୍କ ବା ଖ୍ରୀଷ୍ଟଙ୍କ ବିଚାର ସ୍ଥାନ, ଏକ ସମୟକୁ ପ୍ରଦର୍ଶିତ କରେ, ଯେଉଁ ସମୟରେ ଖ୍ରୀଷ୍ଟିୟାନମାନଙ୍କ ସମେତ ସମସ୍ତ ଲୋକମାନେ, ସେମାନେ କି ପ୍ରକାରେ ଜୀବନଯାପନ କରିଛନ୍ଟ୍, ତାହାର ଉତ୍ତରଦାୟୀ ହେବେ ।