or_tn/rom/14/20.md

8 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# Do not destroy the work of God because of food
ତୁମ୍ଭେମାନେ ଏହି ବାକ୍ୟାଂଶର ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସାଥୀ ବିଶ୍ବାସୀଙ୍କ ପ୍ରତି ଯାହା କରିଅଛନ୍ତି, ତାହାକୁ ତୁମ୍ଭମାନଙ୍କର କେବଳ କିଛି ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟକୁ ଭୋଜନ କରିବା ବିଷୟରେ ନଷ୍ଟ କର ନାହିଁ” (ଦେଖ:[[rc://*/ta/man/translate/figs-explicit]])
# but it is evil for that person who eats and causes him to stumble
ଏଠାରେ ଯେ କୌଣସି ବିଷୟ ଯାହା “ତାହାର ବିଘ୍ନ ଘଟାଉଛି ”ତାହାର ଅର୍ଥ ହେଉଛି ଏହା ଜଣେ ଦୁର୍ବଳ ବିଶ୍ବାସୀ ଭାଇକୁ ତାହାର ବିବେକ ବିରୁଦ୍ଧରେ କିଛି କରିବାପାଇଁ ପ୍ରବର୍ତ୍ତାଉଛି । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଖାଇବା ଦ୍ବାରା ଏହା ଜଣକପାଇଁ ପାପ ହୋଇପାରେ, ଯାହା ଅନ୍ୟ ଭାଇ ଚିନ୍ତା କରିଥାଏ ଯେ ତାହା ଖାଇବା ଭୁଲ୍ ଅଟେ, ଯଦି ଏହି ପ୍ରକାରର ଭୋଜନକରିବା ଯୋଗୁ, ଦୁର୍ବଳ ଭାଇକୁ ତାହାର ବିବେକ ବିରୁଦ୍ଧରେ କିଛି କରାଯାଉଛି ।” (ଦେଖ:[[rc://*/ta/man/translate/figs-explicit]])