or_tn/rom/14/15.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# If because of food your brother is hurt
ଯଦି ତୁମ୍ଭେମାନେ ଖାଦ୍ୟ ସକାଶେ ତୁମ୍ଭମାନଙ୍କ ଭାଇର ବିଶ୍ବାସକୁ ଦୁଃଖ ଦେଉଅଛ I ଏଠାରେ “ତୁମ୍ଭମାନଙ୍କର” ଶବ୍ଦ ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ବିଶ୍ବାସରେ ଦୃଢ ଅଛନ୍ତି ଓ “ଭାଇ” ସେମାନଙ୍କୁ ଦର୍ଶାଏ, ଯେଉଁମାନେ ବିଶ୍ବାସରେ ଦୁର୍ବଳ ଅଟନ୍ତି I
# brother
ଏଠାରେ ଏହାର ଅର୍ଥ ଏକ ସାଥୀ ଖ୍ରୀଷ୍ଟିୟାନ, ପୁରୁଷ ବା ମହିଳା ହେଉ I
# you are no longer walking in love
ପାଉଲ ବିଶ୍ବାସୀମାନଙ୍କ ବ୍ୟବହାର ବିଷୟରେ ଏପରି କୁହନ୍ତି, ସତେ ଯେପରି ଏହା ଏକ ଯାତ୍ରା I ଅନ୍ୟ ଏକ ଅନୁବାଦରେ: “ତେବେ ତୁମ୍ଭେମାନେ ଆଉ ପ୍ରେମ ଦେଖାଉ ନାହଁ” (ଦେଖ:[[rc://*/ta/man/translate/figs-metaphor]])