or_tn/rom/13/13.md

20 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# Let us walk
ପାଉଲ ତାହାଙ୍କ ପାଠକମାନଙ୍କ ସହିତ ଓ ଅନ୍ୟ ବିଶ୍ବାସୀମାନଙ୍କ ସହିତ ନିଜକୁ ସାମିଲ କରନ୍ତି I (ଦେଖ:[[rc://*/ta/man/translate/figs-inclusive]])
# Let us walk appropriately, as in the day
ପାଉଲ ପ୍ରକୃତ ବିଶ୍ବାସୀଭାବରେ ଜୀବନ କାଟିବା ବିଷୟରେ ଏପରି କହନ୍ତି, ସତେ ଯେପରି ଜଣେ ଦିନ ବେଳେ ଚାଲୁଅଛି । ବିକଳ୍ପ ଅନୁବାଦ: “ଆସୁ, ଆମ୍ଭମାନେ ଦୃଶ୍ୟଭାବରେ ଚାଲିବା, ଯଦ୍ଦ୍ବାରା ପ୍ରତ୍ୟେକ ଲୋକ ଆମ୍ଭମାନଙ୍କୁ ଦେଖିପାରିବ” (ଦେଖ:[[rc://*/ta/man/translate/figs-metaphor]])
# in sexual immorality or in uncontrolled lust
ଏହା ବିଷୟଗୁଡିକର ଅର୍ଥ ମୌଳିକଭାବରେ ସମାନ ଅଟେ। ତୁମ୍ଭେମାନେ ସେମାନଙ୍କୁ ତୁମ୍ଭମାନଙ୍କ ଅନୁବାଦରେ ଯୋଡିପାରିବ I ବିକଳ୍ପ ଅନୁବାଦ: “ଯୌନଗତ ଅନୈତିକ କାର୍ଯ୍ୟ” (ଦେଖ:[[rc://*/ta/man/translate/figs-doublet]])
# strife
ଏହା ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବା ଓ ଯୁକ୍ତି ତର୍କ କରିବା ବିଷୟକୁ ଦର୍ଶାଏ I
# jealousy
ଏହା ଜଣେ ବ୍ୟକ୍ତିର ସଫଳତା ବା ଲାଭ ଉପରେ ଅନ୍ୟ ଜଣକର ନାକାରାତ୍ମକ ଭାବନାଗୁଡିକୁ ଦର୍ଶାଏ I