or_tn/rom/12/13.md

8 lines
780 B
Markdown
Raw Permalink Normal View History

2020-11-19 00:15:53 +00:00
# Share in the needs of the saints
ଏହା ହେଉଛି ତାଲିକାର ଶେଷ ବିଷୟ, ଯାହା [ରୋମୀୟ ୧୨:୯] (II/୧୨/୯Imd)ରେ ଆରମ୍ଭ ହୋଇଅଛି । “ଯେତେବେଳେ ସାଥୀ ଖ୍ରୀଷ୍ଟିୟାନ ଅସୁବିଧାରେ ରୁହନ୍ତି, ସେମାନଙ୍କର ଆବଶ୍ୟକତା ଅନୁସାରେ ସେମାନଙ୍କୁ ସାହାଯ୍ୟ କର”
# Find many ways to show hospitality
ତୁମ୍ଭମାନଙ୍କ ଗୃହକୁ ସର୍ବଦା ସେମାନଙ୍କୁ ଆମନ୍ତ୍ରଣ କର, ଯେତେବେଳେ ସେମାନଙ୍କୁ ରହିବା ପାଇଁ ଜାଗାର ଆବଶ୍ୟକତା ରହେ