or_tn/rom/12/06.md

8 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# We have different gifts according to the grace that was given to us
ବିଶ୍ବାସୀମାନଙ୍କର ବିଭିନ୍ନ କ୍ଷମତା ବିଷୟରେ ପାଉଲ ଏପରି କୁହନ୍ତି ଯେ ସତେ ଯେପରି ସେଗୁଡିକ ଈଶ୍ବରଙ୍କଠାରୁ ଆଗତ ମୁକ୍ତ ଦାନ ଅଟେ । ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କର ସେବା ବିଭିନ୍ନ ମାଧ୍ୟମରେ କରିବାପାଇଁ ଈଶ୍ବର ଆମ୍ଭ ପ୍ରତ୍ୟେକଙ୍କୁ ଭିନ୍ନ ଭିନ୍ନ ବରଦାନ ଦେଇଅଛନ୍ତି । ” (ଦେଖ:[[rc://*/ta/man/translate/figs-metaphor]])
# let it be done according to the proportion of his faith
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ତାହାକୁ ଭବିଷ୍ୟତବାଣୀ କହିବାକୁ ଦିଅ, କିନ୍ତୁ ଈଶ୍ବର ଆମ୍ଭମାନଙ୍କୁ ଯେଉଁ ବିଶ୍ବାସର ପରିମାଣ ଦେଇଅଛନ୍ତି, ସେ ସେହି ସୀମାରୁ ବାହାରକୁ ନ ଯାଉ” କିମ୍ବା ) “ତାହାକୁ ଭବିଷ୍ୟବାଣୀ କହିବାକୁ ଦିଅ, ଯାହା ଆମ୍ଭମାନଙ୍କ ବିଶ୍ବାସର ଶିକ୍ଷା ସହିତ ଏକମତ ଅଟେ I ”