or_tn/rom/12/01.md

20 lines
2.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ କହନ୍ତି ଯେ ଜଣେ ବିଶ୍ବାସୀର ଜୀବନ କିପରି ହେବା ଉଚିତ୍ ଓ ବିଶ୍ବାସୀମାନେ କିପରି ସେବା କରିବା ଉଚିତ୍।
# I urge you therefore, brothers, by the mercies of God
ଏଠାରେ “ଭାଇମାନେ” ଶବ୍ଦଟି ସାଥୀ ବିଶ୍ବାସୀମାନଙ୍କୁ, ଉଭୟ ପୁରୁଷ ଓ ମହିଳାମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ ହେ ସାଥୀ ବିଶ୍ବାସୀମାନେ, ଈଶ୍ବର ତୁମ୍ଭମାନଙ୍କୁ ମହାନ ଦୟା କରିଥିବାରୁ ମୁ ତୁମ୍ଭମାନଙ୍କୁ ଅଧିକଭାବରେ ଚାହେଁ” (ଦେଖ:[[rc://*/ta/man/translate/figs-explicit]])
# to present your bodies a living sacrifice
ଏଠାରେ ପାଉଲ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ଦର୍ଶାଇବା ପାଇଁ “ଶରୀର” ଶବ୍ଦର ବ୍ୟବହାର କରନ୍ତି। ପରମେଶ୍ବରଙ୍କୁ ସମ୍ପୂର୍ଣ୍ଣ ରୂପେ ମାନୁଥିବା ଜଣେ ଖ୍ରୀଷ୍ଟ ବିଶ୍ବାସୀଙ୍କୁ, ଯିହୂଦୀମାନେ ବଧ କରି ପରମେଶ୍ବରଙ୍କ ଠାରେ ଉତ୍ସର୍ଗ କରୁଥିବା ଏକ ପଶୁ ସହିତ ପାଉଲ ତୁଳନା କରୁଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଜୀବିତ ଥିବା ସମୟରେ ପରମେଶ୍ବରଙ୍କ ନିକଟରେ ନିଜକୁ ଏପରି ଉତ୍ସର୍ଗି କର ଯେ ସତେ ଯେପରି ତୁମ୍ଭେମାନେ ଏକ ମନ୍ଦିରର ବେଦୀ ଉପରେ ଏକ ମୃତ ବଳିଦାନକୁ ଉତ୍ସର୍ଗ କରୁଅଛ” (ଦେଖ: [[rc://*/ta/man/translate/figs-synecdoche]] ଓ [[rc://*/ta/man/translate/figs-metaphor]])
# holy, acceptable to God
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଗୋଟିଏ ବଳିଦାନ, ଯାହା ତୁମ୍ଭେମାନେ କେବଳ ଈଶ୍ବରଙ୍କୁ ଦିଅ ଓ ତାହା ତାହାଙ୍କୁ ପ୍ରସନ୍ନ କରେ” ) “ଈଶ୍ବରଙ୍କ ନିକଟରେ ଗ୍ରହଣୀୟ ଅଟେ, କାରଣ ଏହା ନୈତିକ ରୂପରେ ଶୁଦ୍ଧ ଅଟେ” (ଦେଖ:[[rc://*/ta/man/translate/figs-doublet]])
# This is your reasonable service
ଏହା ଈଶ୍ବରଙ୍କୁ ଆରଧନା କରିବାର ଏକ ସଠିକ୍ ମାଧ୍ୟମ ଅଟେ