or_tn/rom/11/16.md

12 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# If the firstfruits are reserved, so is the lump of dough
ଅବ୍ରାହାମ, ଇସହାକ, ଓ ଯାକୁବ, ଇଶ୍ରାୟେଲୀୟ ପୂର୍ବ ପୁରୁଷମାନଙ୍କ ବିଷୟରେ ପାଉଲ ଏପରି କହନ୍ତି ଯେ ସତେ ଯେପରି ସେମାନେ ପ୍ରଥମ ଫଳ ଥିଲେ ବା ଅମଳ କରିବା ନିମନ୍ତେ “ପ୍ରଥମ ଫଳଗୁଡିକ” ଅଟନ୍ତି I ସେ ସେହି ଇଶ୍ରାୟେଲୀୟମାନଙ୍କ ବିଷୟରେ କହନ୍ତି ଯେ ଯେଉଁମାନେ ସେହି ଲୋକମାନଙ୍କର ବଶଂଜ ଅଟନ୍ତି, ସତେ ଯେପରି ସେମାନେ ଶସ୍ୟରୁ ତିଆରି ହୋଇଥିବା “ଚକଟା ଅଟା ମୁଣ୍ଡା” ଥିଲେ I ଅନ୍ୟ ଏକ ଅନୁବାଦରେ: “ଯଦି ଅବ୍ରାହାମ ପ୍ରଥମ ଫଳ ସ୍ପରୂପେ ଗଣିତ ହୋଇଥିଲେ, ଯାହା ଈଶ୍ବରଙ୍କୁ ଉର୍ତ୍ସଗ କରାଯାଇଥିଲା, ତେବେ ଆମ୍ଭମାନଙ୍କର ପୂର୍ବ ପୁରୁଷମାନେ ମଧ୍ୟ ଈଶ୍ବରଙ୍କର ଅଧିକାର ସ୍ବରୂପେ ଗଣିତ ହେବାର ଉଚିତ୍ ଥିଲା” (ଦେଖ:[[rc://*/ta/man/translate/figs-metaphor]])
# If the root is reserved, so are the branches
ପାଉଲ ଇଶ୍ରାୟେଲୀୟ ପୂର୍ବ ପୁରୁଷ ଅବ୍ରାହାମ, ଇସହାକ, ଓ ଯାକୁବଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ଗଛର ମୂଳ ଅଟନ୍ତି, ଓ ଇଶ୍ରାୟେଲୀୟମାନେ ସେମାନଙ୍କର ବଶଂଜ ଅଟନ୍ତି, ସତେ ଯେପରି ସେମାନେ ଗଛର “ଶାଖାଗୁଡିକ” ଅଟନ୍ତି I (ଦେଖ:[[rc://*/ta/man/translate/figs-metaphor]])
# reserved
ଲୋକମାନେ ସର୍ବଦା ଈଶ୍ବରଙ୍କୁ ପ୍ରଥମ ଫସଲ ଉର୍ତ୍ସଗ କରୁଥିଲେ, ଯାହା ସେମାନେ ଅମଳ କରୁଥିଲେ। ଏଠାରେ “ପ୍ରଥମ ଫଳଗୁଡିକ” ଖ୍ରୀଷ୍ଟଙ୍କୁ ପ୍ରଥମେ ବିଶ୍ବାସ କରୁଥିବା ଲୋକମାନଙ୍କୁ ଦର୍ଶାଏ I (ଦେଖ:[[rc://*/ta/man/translate/figs-metaphor]])