or_tn/rom/11/09.md

12 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Let their table become a net and a trap
ଏଠାରେ ମେଜ ଏକ ଉପମା ଅଟେ ଯାହା ଭୋଜକୁ ଦର୍ଶାଏ ଓ “ଜାଲ” ଓ “ଫାନ୍ଦ” ରୂପକସବୁ ଦଣ୍ଡକୁ ବୁଝାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ହେ ଈଶ୍ବର, ସେମାନଙ୍କର ଭୋଜିକୁ ଏକ ଫାନ୍ଦ ସ୍ପରୂପ କର, ଯାହା ସେମାନଙ୍କୁ ଧରିବ” (ଦେଖ:[[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])
# a stumbling block
ଏକ “ବାଧାଜନକ ପ୍ରସ୍ତର” ଯାହା ଜଣେ ବ୍ୟକ୍ତିକୁ ପ୍ରତିବନ୍ଧକ କରେ, ଯାହା ଫଳରେ ସେ ତଳେ ପଡିଯାଏ। ଏଠାରେ ଏହା ସେହି ବିଷୟକୁ ପ୍ରତିପାଦନ କରେ, ଯାହା ଜଣେ ବ୍ୟକ୍ତିଙ୍କୁ ପାପ କରିବାପାଇଁ ପ୍ରେରଣ କରିଥାଏ I ଅନ୍ୟ ଏକ ଅନୁବାଦରେ: “ ଯାହା ସେମାନଙ୍କୁ ପାପ କରିବାକୁ ପ୍ରଲୋଭିତ କରେ” (ଦେଖ:[[rc://*/ta/man/translate/figs-metaphor]])
# a retribution for them
ଏପରି କିଛି ବିଷୟ ଯାହା ତୁମ୍ଭମାନଙ୍କୁ ସେମାନଙ୍କଠାରୁ ପ୍ରତିଶୋଧ ନେବା ପାଇଁ କଢାଇନିଏ