or_tn/rom/11/01.md

20 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯଦିଓ ଇଶ୍ରାୟେଲ ଏକ ଦେଶଭାବରେ ଈଶ୍ବରଙ୍କୁ ଅଗ୍ରାହ୍ୟ କରିଛି, ଈଶ୍ବର ସେମାନଙ୍କୁ ବୁଝାଇବା ପାଇଁ ଚାହାଁନ୍ତି ଯେ ପରିତ୍ରାଣ ଅନୁଗ୍ରହରେ ମିଳେ, କର୍ମ ଦ୍ବାରା ନୁହେଁ I
# I say then
ତେବେ ମୁଁ, ପାଉଲ, କହେ
# did God reject his people?
ପାଉଲ ଏହି ପ୍ରଶ୍ନ ପଚାରନ୍ତି ଏଥିପାଇଁ ଯେ ଈଶ୍ବର ତାହାଙ୍କ ଲୋକମାନଙ୍କ ମଧ୍ୟରେ ବିଜାତିମାନଙ୍କୁ ଅନ୍ତର୍ଭୁକ୍ତ କରିଥିବାରୁ ଯେଉଁ କେତେକ ଅନ୍ୟ ଯିହୂଦୀମାନେ ଅସନ୍ତୁଷ୍ଟ ଥିଲେ, ସେମାନଙ୍କୁ ଯେପରି ସେ ଉତ୍ତର ଦେଇ ପାରନ୍ତି, ଯେହେତୁ ଯିହୂଦୀ ଲୋକମାନଙ୍କ ହୃଦୟ କଠିନ ହୋଇଥିଲା। (ଦେଖ:[[rc://*/ta/man/translate/figs-rquestion]])
# May it never be
ଏହା ସମ୍ଭବ ନୁହେଁ! କିମ୍ବା “ନିଶ୍ଚିତ ରୂପରେ ନୁହେଁ!” ଏହି ଅଭିବ୍ୟକ୍ତି ଦୃଢତାର ସହିତ ଅଗ୍ରାହ୍ୟ କରେ ଯେ ଏହା ହୋଇପାରିବ ନାହିଁ। ତୁମ୍ଭମାନଙ୍କ ଭାଷାରେ ସମାନ ଅଭିବ୍ୟକ୍ତି ଥାଇପାରେ, ତାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ। ଦେଖ କିପରି ତୁମ୍ଭେମାନେ ଏହାକୁ [ରୋମୀୟ ୯:୧୪] (II/୦୯/୧୪Imd)ରେ ଅନୁବାଦ କରିଅଛ।
# tribe of Benjamin
ଏହା ବିନ୍ୟାମୀନ ଗୋଷ୍ଠୀକୁ ଦର୍ଶାଏ, ଯାହା ଈଶ୍ବର ଇଶ୍ରାୟେଲ ଲୋକମାନଙ୍କୁ ୧୨ ଗୋଷ୍ଠୀ ଭାବରେ ବିଭାଗ କରିଥିବା ଗୋଷ୍ଠୀ ମଧ୍ୟରୁ ଗୋଟିଏ ଅଟେ I