or_tn/rom/10/01.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ନିରନ୍ତର ଆପଣାର ଇଚ୍ଛା ପ୍ରକାଶ କରୁଛନ୍ତି ଯେ ଇଶ୍ରାୟେଲ ବିଶ୍ବାସ କରୁ, କିନ୍ତୁ ସେ ଜୋର୍ ଦେଇ କହନ୍ତି ଯେ ଯେଉଁମାନେ ଯିହୂଦୀ ଅଟନ୍ତି ଓ ପ୍ରତ୍ୟେକ ଜଣ କେବଳ ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଉଦ୍ଧାର ପାଇବେ I
# Brothers
ଏଠାରେ ଏହାର ଅର୍ଥ ହେଉଛି ସାଥୀ ବିଶ୍ବାସୀମାନେ, ଯେଉଁଥିରେ ଉଭୟ ପୁରୁଷ ଓ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି I
# my heart's desire
ଏଠାରେ “ହୃଦୟ” ଗୋଟିଏ ଉପମା, ଯାହା ଜଣେ ବ୍ୟକ୍ତିର ଆବେଗଗୁଡିକ ବା ଆନ୍ତରିକ ମନୁଷ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋର ସବୁଠାରୁ ବଡ ଇଚ୍ଛା”(ଦେଖ:[[rc://*/ta/man/translate/figs-metonymy]])
# is for them, for their salvation
ଯେ ଈଶ୍ବର ଯିହୂଦୀମାନଙ୍କୁ ଉଦ୍ଧାର କରିବେ