or_tn/rom/09/23.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# he ... his
ଏଠାରେ “ସେ” ଓ “ତାହାଙ୍କର” ଶବ୍ଦଗୁଡିକ ଈଶ୍ବରଙ୍କୁ ଦର୍ଶାଏ I
# containers of mercy
ପାଉଲ ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ପାତ୍ରଗୁଡିକ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକମାନେ ଦୟାର ପାତ୍ର ଅଟନ୍ତି” (ଦେଖ:[[rc://*/ta/man/translate/figs-metaphor]])
# the riches of his glory upon
ପାଉଲ ଈଶ୍ବରଙ୍କ ଅଦ୍ଭୁତ କାର୍ଯ୍ୟଗୁଡିକୁ ମହାନ୍ “ଧନ” ସହିତ ତୁଳନା କରନ୍ତି I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ମହିମା, ଯାହାର ମୂଲ୍ୟ ଅତ୍ୟଧିକ ଅଟେ” (ଦେଖ:[[rc://*/ta/man/translate/figs-metaphor]])
# which he had previously prepared for glory
ଏଠାରେ “ମହିମା” ଈଶ୍ବରଙ୍କ ସହିତ ସ୍ବର୍ଗରେ ଥିବା ଜୀବନକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ସେ ସମୟ ପୂର୍ବରୁ ପ୍ରସ୍ତୁତ କରିଥିଲେ, ଯଦ୍ଦ୍ବାରା ସେମାନେ ତାହାଙ୍କ ସହିତ ବାସ କରିପାରିବେ” (ଦେଖ:[[rc://*/ta/man/translate/figs-explicit]])