or_tn/rom/09/03.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# For I could wish that I myself would be cursed and set apart from Christ for the sake of my brothers, those of my own race according to the flesh
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ବ୍ୟକ୍ତିଗତ ରୂପରେ ମୋତେ ଈଶ୍ବରଙ୍କ ଅଭିଶାପ ଦେବାପାଇଁ ପ୍ରସ୍ତୁତ ରହିବି ଓ, ମୋତେ ଚିରକାଳ ପାଇଁ ଖ୍ରୀଷ୍ଟଙ୍କଠାରୁ ଅଲଗା ରଖିବି, ଯଦି ମୋର ସାଥୀ ଇଶ୍ରାୟେଲୀୟ, ମୋର ନିଜ ଲୋକମାନଙ୍କ ଦଳ, ଖ୍ରୀଷ୍ଟଙ୍କୁ ବିଶ୍ବାସ କରିବେ” (ଦେଖ:[[rc://*/ta/man/translate/figs-activepassive]])
# brothers
ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି I