or_tn/rom/08/36.md

12 lines
2.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# For your benefit
ଏଠାରେ “ତୁମ୍ଭର” ଏକବଚନ ଅଟେ ଓ ଈଶ୍ବରଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭ ପାଇଁ” (ଦେଖ:[[rc://*/ta/man/translate/figs-you]])
# we are killed all day long
ଏଠାରେ “ଆମ୍ଭେମାନେ” ସେହି ବ୍ୟକ୍ତିକୁ, ଅର୍ଥାତ୍ ପରମେଶ୍ବରଙ୍କୁ ଦର୍ଶାଏ ଯେ ପବିତ୍ର ଶାସ୍ତ୍ରର ଏହି ଭାଗକୁ ଲେଖିଲେ, କିନ୍ତୁ ତାହାଙ୍କ ଶ୍ରୋତାମାନଙ୍କୁ ନୁହେଁ I “ସମସ୍ତ ଦିନ” ବାକ୍ୟାଂଶଟି ଏକ ଅତ୍ୟୁକ୍ତି ଅଟେ, ଯାହା ସେମାନେ ଯେ କେତେ ଭୟଙ୍କର ଅଟନ୍ତି ସେ ବିଷୟକୁ ଜୋର୍ ଦେବାପାଇଁ ବ୍ୟବହାର କରାଯାଇଛି I ପାଉଲ ପବିତ୍ର ଶାସ୍ତ୍ରର ଏହି ଭାଗକୁ ବ୍ୟବହାର କରନ୍ତି ଯେ ଯେଉଁମାନେ ଈଶ୍ବରଙ୍କର ଅଟନ୍ତି, ସେମାନେ କଠିନ ସମୟର ସମ୍ମୁଖୀନ ହେବେ ବୋଲି ଅଶା କରିବା ଦରକାର I ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ଶତ୍ରୁମାନେ ସବୁବେଳେ ଆମ୍ଭମାନଙ୍କୁ ହତ୍ୟା କରିବାକୁ ଖୋଜନ୍ତି” (ଦେଖ:[[rc://*/ta/man/translate/figs-inclusive]] ଓ [[rc://*/ta/man/translate/figs-hyperbole]] ଓ [[rc://*/ta/man/translate/figs-activepassive]])
# We were considered as sheep for the slaughter
ଏଠାରେ ପାଉଲ ସେହି ପଶୁ ସମ୍ପଦ ସହିତ ତୁଳନା କରୁଛନ୍ତି ଯାହାକୁ ଲୋକେ ହତ୍ୟା କରନ୍ତି, କାରଣ ସେମାନେ ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ଅଟନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ଜୀବନ ସେମାନଙ୍କ ନିକଟରେ ସେମାନେ ବଧ କରୁଥିବା ମେଷ ତୁଳନାରେ ଅଧିକ ମୁଲ୍ୟ ନୁହେଁ” (ଦେଖ:[[rc://*/ta/man/translate/figs-simile]] ଓ [[rc://*/ta/man/translate/figs-activepassive]])