or_tn/rom/08/31.md

4 lines
742 B
Markdown
Raw Permalink Normal View History

2020-11-19 00:15:53 +00:00
# What then shall we say about these things? If God is for us, who is against us?
ପାଉଲ ପୂର୍ବ ପଦରେ ଯାହା କହିଅଛନ୍ତି, ତାକୁ ଗୁରୁତ୍ବ ଦେବାପାଇଁ ପ୍ରଶ୍ନସବୁ ବ୍ୟବହାର କରନ୍ତି। ଅନ୍ୟ ଏକ ଅନୁବାଦରେ: ଆମ୍ଭେମାନେ ଏହି ସମସ୍ତ ବିଷୟଠାରୁ ଜାଣିବା ଉଚିତ୍: ଯେହେତୁ ଈଶ୍ବର ଆମ୍ଭମାନଙ୍କୁ ସାହାଯ୍ୟ କରୁଅଛନ୍ତି, କେହି ଆମ୍ଭମାନଙ୍କୁ ପରାଜୟ କରିପାରିବ ନାହିଁ” (ଦେଖ:[[rc://*/ta/man/translate/figs-rquestion]])