or_tn/rom/08/27.md

4 lines
817 B
Markdown
Raw Permalink Normal View History

2020-11-19 00:15:53 +00:00
# He who searches the hearts
ଏଠାରେ “ସେ” ଈଶ୍ବରଙ୍କୁ ଦର୍ଶାଏ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ବିଚାର ଓ ଭବନାଗୁଡିକ ପାଇଁ ଏକ ଉପମା ଅଟେ I “ହୃଦୟକୁ ଅନୁସନ୍ଧାନ କରନ୍ତି” ବାକ୍ୟାଂଶଟି ବିଚାର ଓ ଭାବନାଗୁଡିକ ପରୀକ୍ଷା କରିବା ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର, ଯେ କି ଆମ୍ଭମାନଙ୍କର ସମସ୍ତ ବିଚାର ଓ ଭାବନାଗୁଡିକୁ ଜାଣନ୍ତି” (ଦେଖ:[[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]])