or_tn/rom/08/21.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# the creation itself will be delivered
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସୃଷ୍ଟିକୁ ରକ୍ଷା କରିବେ” (ଦେଖ:[[rc://*/ta/man/translate/figs-activepassive]])
# from slavery to decay
ଏଠାରେ କ୍ଷୟ ପାଇବା ପାଇଁ ଦାସତ୍ବରେ ରହିବା ବିଷୟ ନିଶ୍ଚିତ ଭାବେ କ୍ଷୟ ହେବା ବିଷୟ ପାଇଁ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “କ୍ଷୟ ହେବା ପାଇଁ ଏକ ଦାସ ହେବାଠାରୁ ” (ଦେଖ:[[rc://*/ta/man/translate/figs-metaphor]])
# that it will be brought into the freedom of the glory of the children of God
ଏଠାରେ ସ୍ବାଧିନତା, କ୍ଷୟ ହେବା ପାଇଁ ଦାସତ୍ବ ପାଇଁ ବିପରୀତ ଶବ୍ଦ ଅଟେ I ଏହା ଏକ ରୂପକ ଅଟେ, ଯାହାର ଅର୍ଥ ସୃଷ୍ଟିର କ୍ଷୟ ହେବ ନାହିଁ I ଅନ୍ୟ ଏକ ଅନୁବାଦରେ: “ଯେପରି ଏହା ଈଶ୍ବରଙ୍କ ସନ୍ତାନମାନଙ୍କ ପରି ଗୌରବଯୁକ୍ତଭାବେ କ୍ଷୟ ବିଷୟଠାରୁ ମୁକ୍ତ ହେବ” (ଦେଖ:[[rc://*/ta/man/translate/figs-metaphor]])