or_tn/rom/07/07.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# What will we say then?
ପାଉଲ ଏକ ନୂତନ ପ୍ରସଙ୍ଗକୁ ଉପସ୍ଥାପନା କରୁଛନ୍ତି I (ଦେଖ:[[rc://*/ta/man/translate/figs-rquestion]])
# May it never be
ଅବଶ୍ୟ ଏହା ସତ୍ୟ ନୁହେଁ! ଏହି ଅଭିବ୍ୟକ୍ତି ପୂର୍ବବର୍ତ୍ତୀ ଭାବ ପ୍ରକାଶକ ପ୍ରଶ୍ନକୁ ଏକ ଅଧିକ ଦୃଢ ସଂଭବ ନାକାରାତ୍ମକ ଉତ୍ତର ଦିଏ I ତୁମ୍ଭ ଭାଷାରେ ଏହି ଭଳି ଅଭିବ୍ୟକ୍ତି ଥାଇପାରେ, ଯାହାକୁ ତୁମ୍ଭେମାନେ ଏଠାରେ ବ୍ୟବହାର କରିପାରିବ I ଦେଖ ତୁମ୍ଭେମାନେ ଏହାକୁ [ରୋମୀୟ ୯:୧୪] (II/୦୯/୧୪Imd)ରେ କେମିତି ଅନୁବାଦ କରିଛ I
# I would never have known sin, if it were not through the law
ପାଉଲ ପାପ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ଜଣେ କାର୍ଯ୍ୟ କରିପାରୁଥିବା ବ୍ୟକ୍ତି ଥିଲା I (ଦେଖ: [[rc://*/ta/man/translate/figs-personification]])
# sin
ପାପ କରିବାକୁ ମୋର ଇଚ୍ଛା