or_tn/rom/07/02.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହି ପଦ ଏକ ବର୍ଣ୍ଣନାତ୍ମକଭାବେ ଆରମ୍ଭ ହୋଇଛି, ଯେଉଁଥିରେ ପାଉଲଙ୍କ “ବ୍ୟବସ୍ଥା ଜଣେ ବ୍ୟକ୍ତିକୁ ସେପର୍ଯ୍ୟନ୍ତ ନିୟନ୍ତ୍ରଣ କରେ, ଯେପର୍ଯ୍ୟନ୍ତ ସେ ଜୀବିତ ରହେ”ର ଅର୍ଥ କହୁଛନ୍ତି ([ରୋମୀୟ ୭:୧] (I/୧Imd))I
# the married woman is bound by law to the husband
ଏଠାରେ “ସ୍ବାମୀ ସହିତ ବ୍ୟବସ୍ଥା ଦ୍ବାରା ଆବଦ୍ଧ ହୋଇଅଛୁ” ଏକ ରୂପକ ଅଟେ, ଏହା ବିବାହର ବ୍ୟବସ୍ଥା ଅନୁସାରେ ଜଣେ ସ୍ତ୍ରୀ ତାହାର ସ୍ବାମୀ ସହିତ ସମ୍ମିଳିତ ହେବା ବିଷୟକୁ ସୂଚିତ କରେ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥା ଅନୁସାରେ, ବିବାହିତା ସ୍ତ୍ରୀ, ସ୍ବାମୀ ସହିତ ସମ୍ମିଳିତ ଅଟେ” (ଦେଖ:[[rc://*/ta/man/translate/figs-metaphor]])
# the married woman
ଏହା ଯେ କୌଣସି ବିବାହିତା ମହିଳାକୁ ଦର୍ଶାଏ I