or_tn/rom/06/02.md

4 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# We who died to sin, how can we still live in it?
ଏଠାରେ “ପାପ ପ୍ରତି ମୃତ” ର ଅର୍ଥ ହେଉଛି, ଯେଉଁମାନେ ଯୀଶୁଙ୍କର ଅନୁସରଣ କରନ୍ତି, ସେମାନେ ଏବେ ମୃତ ଲୋକଙ୍କ ପରି ହୋଇ ପାପ ଦ୍ଵାରା ପ୍ରଭାବିତ ହୋଇପାରନ୍ତି ନାହିଁ । ପାଉଲ ଗୁରୁତ୍ଵ ବଢାଇବାପାଇଁଏହି ଭାବ ପ୍ରକାଶକ ପ୍ରଶ୍ନକୁ ବ୍ୟବହାର କରନ୍ତି। ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଏବେ ମୃତ ଲୋକମାନଙ୍କ ପରି ଅଟୁ, ଯାହାଙ୍କ ଉପରେ ପାପର କିଛି ପ୍ରଭାବ ନାହିଁ! ସେଥିପାଇଁ ଆମ୍ଭେମାନେ ନିଶ୍ଚିତ ରୂପରେ ପାପ କରିଚାଲିବା ଉଚିତ୍ ନୁହେଁ!” (ଦେଖ:[[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-rquestion]])