or_tn/rom/05/15.md

8 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# For if by the trespass of one the many died
ଏଠରେ “ଜଣେ” ଆଦମକୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “କାରଣ ଯଦି ଜଣେ ବ୍ୟକ୍ତିର ପାପ ସକାଶେ, ସମସ୍ତେ ମୃତ୍ୟୁ ଭୋଗ କଲେ” (ଦେଖ:[[rc://*/ta/man/translate/figs-explicit]])
# how much more did the grace of God and the gift by the grace of the one man, Jesus Christ, abound for the many
ଏଠାରେ “ଅନୁଗ୍ରହ” ଈଶ୍ବରଙ୍କ ମୁକ୍ତ ଉପହାରକୁ ଦର୍ଶାଏ, ଯାହା ସେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ସମସ୍ତଙ୍କ ପାଇଁ ଉପଲବ୍ଧ କରାଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ଜଣେ ମନୁଷ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଅଧିକ ହେଲା, ଯିଏ ଆମ ସମସ୍ତଙ୍କ ପାଇଁ ମୃତ୍ୟୁଭୋଗ କଲେ, ଈଶ୍ବର ଦୟାରେ ଆମ୍ଭମାନଙ୍କୁ ଅନନ୍ତଜୀବନର ଦାନ ପ୍ରଦାନ କଲେ, ଯଦିଓ ଆମ୍ଭେମାନେ ଏହା ପାଇଁବ ପାଇଁ ଯୋଗ୍ୟ ନ ଥିଲୁ” (ଦେଖ:[[rc://*/ta/man/translate/figs-explicit]])