8 lines
1.1 KiB
Markdown
8 lines
1.1 KiB
Markdown
|
# And he became the father of the circumcision
|
||
|
|
||
|
ଏଠାରେ “ସୁନ୍ନତ”ର ଅର୍ଥ ସେହି ଲୋକମାନକୁ ଦର୍ଶାଏ, ଉଭୟ ଯିହୂଦୀ ଓ ବିଜାତିମାନଙ୍କୁ, ଯେଉଁମାନେ ସତ୍ୟତାର ସହିତ ଈଶ୍ବରଙ୍କଠାରେ ବିଶ୍ବାସ କରନ୍ତି I
|
||
|
|
||
|
# who follow in the steps of faith of our father Abraham
|
||
|
|
||
|
ଏଠାରେ “ବିଶ୍ବାସର ପଦାଙ୍କ ଅନୁସରଣ କର” ଏହା ଏକ ରୂଢ଼ି ଅଟେ, ଏହାର ଅର୍ଥ ହେଉଛି ଜଣକର ଆଦର୍ଶକୁ ଅନୁସରଣ କରିବା । ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କର ପିତା ଅବ୍ରାହାମଙ୍କୁ ବିଶ୍ବାସର ଉଦାହରଣ ସ୍ବରୂପେ ଅନୁସରଣ କର” ବା “ଆମ୍ଭମାନଙ୍କ ପିତା ଅବ୍ରାହାମଙ୍କ ପରି କାହାର ବିଶ୍ବାସ ଅଛି” (ଦେଖ: [[rc://*/ta/man/translate/figs-idiom]])
|