or_tn/rom/03/27.md

8 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Where then is boasting? It is excluded
ପାଉଲ ଏହି ପ୍ରଶ୍ନ ପଚାରନ୍ତି ଏଥିପାଇଁ ଯେ ଲୋକମାନେ ବ୍ୟବସ୍ଥା ପାଳନ କରୁଅଛୁ ବୋଲି ଗର୍ବ ନ କରନ୍ତୁ। ଅନ୍ୟ ଏକ ଅନୁବାଦରେ: “ଏଥିପାଇଁ କୌଣସି କାରଣ ହିଁ ନାହିଁ, ଯେଉଁଥିପାଇଁ ଆମ୍ଭେମାନେ ଗର୍ବ କରି ପରିଥାଆନ୍ତୁ ଯେ ଈଶ୍ବର ଆମ୍ଭମାନଙ୍କୁ ଅନୁଗ୍ରହ କରିଅଛନ୍ତି I କାରଣ ଆମ୍ଭେମାନେ ବ୍ୟବସ୍ଥା ପାଳନ କରୁଛୁ। ଗର୍ବକୁ ପରିତ୍ୟାଗ କରାଯାଇଛି। ” (ଦେଖ:[[rc://*/ta/man/translate/figs-rquestion]])
# On what grounds? Of works? No, but on the grounds of faith
ପାଉଲ ପ୍ରତ୍ୟେକ ପ୍ରସଙ୍ଗକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ଏହି ଭାବ ପ୍ତକାଶକ ପ୍ରଶ୍ନ ପଚାରି ଉତ୍ତର ଦିଅନ୍ତି। ତୁମ୍ଭେମାନେ ପାଉଲ କହିଥିବା ସଙ୍କେତ ବାକ୍ୟାଂଶକୁ ମିଶାଇ ଓ ସକ୍ରିୟ ରୂପକୁ ବ୍ୟବାହାର କରି ମଧ୍ୟ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “କେଉଁ କାରଣ ସକାଶୁ ଆମ୍ଭେମାନେ ଗର୍ବକୁ ପରିତ୍ୟାଗ କରିବା? କ’ଣ ଆମ୍ଭମାନଙ୍କର ଉତ୍ତମ କର୍ମ ସକାଶୁ ଗର୍ବକୁ ପରିତ୍ୟାଗ କରିବା? ନା, ବରଂ, ଆମ୍ଭମାନଙ୍କର ବିଶ୍ବାସ ସକାଶେ ଏହାକୁ ପରିତ୍ୟାଗ କରିବା” (ଦେଖ:[[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-ellipsis]] ଓ [[rc://*/ta/man/translate/figs-activepassive]])