or_tn/rom/03/22.md

8 lines
954 B
Markdown
Raw Permalink Normal View History

2020-11-19 00:15:53 +00:00
# the righteousness of God through faith in Jesus Christ
ଏଠାରେ “ଧାର୍ମିକତା”ର ଅର୍ଥ ଈଶ୍ବରଙ୍କ ସହିତ ସଠିକ୍ ହେବା I ଅନ୍ୟ ଏକ ଅନୁବାଦରେ: “ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କ ସହିତ ସଠିକ୍ ହେବା” (ଦେଖ:[[rc://*/ta/man/translate/figs-explicit]])
# For there is no distinction
ପାଉଲ ସଙ୍କେତ ଦେଇ କହନ୍ତି ଯେ ପରମେଶ୍ବର ସମସ୍ତ ଲୋକମାନଙ୍କୁ ଏକ ପ୍ରକାରେ ଗ୍ରହଣ କରିବେ। ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ଓ ବିଜାତିମାନଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ” (ଦେଖ:[[rc://*/ta/man/translate/figs-explicit]])