or_tn/rom/03/12.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# They have all turned away
ଏହା ଏକ ରୂଢି ଅଟେ, ଯାହାର ଅର୍ଥ ଲୋକମାନେ ଈଶ୍ବରଙ୍କ ବିଷୟରେ ତିଳେ ହେଲେ ଭାବିବାକୁ ଚାହୁଁ ନାହାନ୍ତି, ସେମାନେ ତାହାଙ୍କୁ ଏଡାଇବାକୁ ଚାହୁଁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେମାନେ ସମସ୍ତେ ଈଶ୍ବରଙ୍କ ଠାରୁ ଦୂରେଇ ଯାଇଛନ୍ତି” (ଦେଖ:[[rc://*/ta/man/translate/figs-idiom]])
# They together have become useless
ଜଣେ ହେଲେ ସୁଦ୍ଧା ଉତ୍ତମ କାର୍ଯ୍ୟ କରେ ନାହିଁ, ସେମାନେ ଈଶ୍ବରଙ୍କ ପାଇଁ ଅନୁପଯୁକ୍ତ ଅଟନ୍ତି। ଅନ୍ୟ ଏକ ଅନୁବାଦରେ: “ସମସ୍ତେ ଈଶ୍ବରଙ୍କ ପାଇଁ ଅନୁପଯୁକ୍ତ ହୋଇଅଛନ୍ତି” (ଦେଖ:[[rc://*/ta/man/translate/figs-explicit]])