or_tn/rom/03/06.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# May it never be
ଆମ୍ଭେମାନେ କେବେ ମଧ୍ୟ କହିପାରିବା ନାହିଁ ଯେ ଈଶ୍ବର ଅଧାର୍ମିକ ଅଟନ୍ତି
# For then how would God judge the world?
ପାଉଲ ଏହି ପ୍ରଶ୍ନ ବ୍ୟବହାର କରି କହନ୍ତି ଯେ ସୁସମାଚାର ବିରୋଧରେ ଯୁକ୍ତି ତର୍କ ପ୍ରଯୁଜ୍ୟ ନୁହେଁ, କାରଣ ଯିହୂଦୀମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ସମସ୍ତ ଲୋକଙ୍କର ବିଚାର କରିବେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ସମେସ୍ତେ ଜାଣିଅଛୁ ଯେ ଈଶ୍ବର ଏହି ଜଗତର ବିଚାର କରିବେ!” (ଦେଖ:[[rc://*/ta/man/translate/figs-rquestion]])
# the world
“ଜଗତ” ଶବ୍ଦଟି ଏହି ଜଗତରେ ବାସ କରୁଥିବା ଲୋକମାନଙ୍କ ପାଇଁ ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ଜଗତର ଯେକେହି ହେଉ ନା କାହିକିଁ” (ଦେଖ:[[rc://*/ta/man/translate/figs-metonymy]])