or_tn/rom/02/26.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# the uncircumcised person
ସେହି ବ୍ୟକ୍ତି ଯାହାର ସୁନ୍ନତ ହୋଇନାହିଁ
# keeps the requirements of the law
ପାଳନ କରେ ଯାହା ଈଶ୍ବର ବ୍ୟବସ୍ଥାରେ ଆଜ୍ଞା ଦିଅନ୍ତି
# will not his uncircumcision be considered as circumcision?
ଦୁଇଟି ପ୍ରଶ୍ନରୁ ଏହା ହେଉଛି ପ୍ରଥମ ପ୍ରଶ୍ନ, ଯାହା ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ପାଉଲ ଏଠାରେ ପଚାରୁ ଅଛନ୍ତି ଯେ ସୁନ୍ନତ ସକାଶେ ଜଣେ ବ୍ୟକ୍ତି ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ହୋଇ ନ ଥାଏ । ତୁମ୍ଭେମାନେ ଏହି ପ୍ରଶ୍ନକୁ ଏକ କର୍ତ୍ତୃବାଚ୍ୟ ଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ସୁନ୍ନତ ବ୍ୟକ୍ତି ବୋଲି ଗଣିତ କରିବେ I” (ଦେଖ:[[rc://*/ta/man/translate/figs-rquestion]] ଓ [[rc://*/ta/man/translate/figs-activepassive]])