or_tn/rom/02/22.md

12 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# You who say that one must not commit adultery, do you commit adultery?
ପାଉଲ ତାହାର ଶ୍ରୋତାମାନଙ୍କୁ ଭର୍ତ୍ସନା କରିବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି। ତୁମ୍ଭେମାନେ ଏହାକୁ ଏକ ଦୃଢ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଲୋକମାଙ୍କୁ କହୁଅଛ ଯେ ବ୍ୟଭିଚାର କର ନାହିଁ, କିନ୍ତୁ ତୁମ୍ଭେମାନେ ନିଜେ ବ୍ୟଭିଚାର କରୁଅଛ!” (ଦେଖ:[[rc://*/ta/man/translate/figs-rquestion]])
# You who hate idols, do you rob temples?
ପାଉଲ ତାହାର ଶ୍ରୋତାମାନଙ୍କୁ ଭର୍ତ୍ସନା କରିବା ପାଇଁ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି। ତୁମ୍ଭେମାନେ ଏହାକୁ ଏକ ଦୃଢ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କହିଥାଅ ଯେ ଆମ୍ଭେମାନେ ମୂର୍ତ୍ତିଗୁଡିକୁ ଘୃଣା କରୁ, କିନ୍ତୁ ତୁମ୍ଭେମାନେ ମନ୍ଦିର ଗୁଡିକ ଲୁଣ୍ଠନ କରୁଅଛ!” (ଦେଖ:[[rc://*/ta/man/translate/figs-rquestion]])
# Do you rob temples
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସ୍ଥାନୀୟ ବିଜାତୀୟ ମନ୍ଦିର ଗୁଡିକରୁ ଚୋରିକରି ବିକ୍ରୀ କରିବା ଓ ସେଥିରୁ ଅର୍ଥ ଉପାର୍ଜନ କରିବା” ଓ ) “ସମସ୍ତ ଅର୍ଥ ଯିରୁଶାଲମ ମନ୍ଦିରକୁ ପଠାଇ ନ ଥାଅ, ଯାହା ଈଶ୍ବରଙ୍କର ଅଟେ।”