or_tn/rom/02/01.md

24 lines
3.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ସୁନିଶ୍ଚିତ କରି କହନ୍ତି ଯେ ସମସ୍ତେ ପାପୀ ଅଟନ୍ତି ଓ ସେମାନଙ୍କୁ ସ୍ମରଣ କରାଇ କହନ୍ତି ଯେ ସମସ୍ତ ଲୋକମାନେ ଦୁଷ୍ଟ ଅଟନ୍ତି।
# Therefore you are without excuse
“ଅତଏବ” ଶବ୍ଦଟି ଏହି ପତ୍ରର ଏକ ନୂତନ ପରିଭାଗକୁ ଦର୍ଶାଏ। ଏହା ମଧ୍ୟ ପାଉଲ [ରୋମୀୟ :୧:୧-୩୨](../୦୧/୦୧.md)ରେ କହିଥିବା ବିଷୟକୁ ଆଧାର କରି ଏକ ପରିଶେଷାଂଶ ବାକ୍ୟ ହୋଇଥାଏ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ଯେଉଁମାନେ ପାପ କର୍ମରେ ଲିପ୍ତ ଅଛନ୍ତି, ଈଶ୍ବର ସେମାନଙ୍କୁ ଦଣ୍ଡ ଦେବେ, ସେ ତୁମ୍ଭମାନଙ୍କର ପାପ ଆଉ କ୍ଷମା କରିବେ ନାହିଁ” (ଦେଖ:[[rc://*/ta/man/translate/figs-explicit]])
# you are
ପାଉଲ ଏଠାରେ ଏ ପ୍ରକାରେ ଲେଖୁଅଛନ୍ତି, ସତେ ଯେମିତି ଜଣେ ଯିହୂଦୀ ବ୍ୟକ୍ତି ତାଙ୍କ ସହିତ ବାଦାନୁବାଦ କରୁଅଛନ୍ତି। ପାଉଲ ତାହାଙ୍କ ଦର୍ଶକ ବା ପାଠକମାନଙ୍କୁ ଏହା ଶିଖାଇବାପାଇଁ ଚାହାଁନ୍ତି ଯେ ଈଶ୍ବର ପ୍ରତ୍ୟେକ ଜଣଙ୍କୁ ଦଣ୍ଡ ଦେବେ ଯେଉଁମାନେ ବାରମ୍ବାର ପାପ କରୁଅଛନ୍ତି, ସେ ଯିହୂଦୀ ହେଉ ବା ବିଜାତି ହେଉ I (ଦେଖ:[[rc://*/ta/man/translate/figs-apostrophe]])
# you
ଏଠାରେ ସର୍ବନାମ “ତୁମ୍ଭେ” ଏକବଚନ ଅଟେ I (ଦେଖ:[[rc://*/ta/man/translate/figs-you]])
# you person, you who judge
ଯେଉଁମାନେ ନିଜକୁ ଈଶ୍ବର ବୋଲି ମନେ କରନ୍ତି ଓ ଅନ୍ୟମାନଙ୍କର ବିଚାର କରନ୍ତି, ସେମାନଙ୍କୁ ଭର୍ତ୍ସନା କରିବା ଉଦ୍ଦେଶ୍ୟରେ ପାଉଲ “ବ୍ୟକ୍ତି” ଶବ୍ଦଟି ଏଠାରେ ବ୍ୟବହାର କରିଅଛନ୍ତି। ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କେବେଳ ମନୁଷ୍ୟ ମାତ୍ର ଅଟ,କିନ୍ତୁ ତୁମ୍ଭେମାନେ ଅନ୍ୟର ବିଚାର କରୁଅଛ ଓ କହୁଅଛ ଯେ ସେମାନେ ଈଶ୍ବରଙ୍କ ଦଣ୍ଡର ପାତ୍ର ଅଟନ୍ତି” (ଦେଖ:[[rc://*/ta/man/translate/figs-explicit]])
# for what you judge in another you condemn in yourself
କିନ୍ତୁ ତୁମ୍ଭେମାନେ କେବଳ ନିଜର ବିଚାର କରୁଅଛ, କାରଣ ତୁମ୍ଭେମାନେ ମଧ୍ୟ ସେହି ପ୍ରକାରେ ଦୁଷ୍ଟ କର୍ମ କରୁଅଛ