or_tn/rom/01/32.md

20 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# They understand the righteous regulations of God
ସେମାନେ ଜାଣିଛନ୍ତି ଯେ ଈଶ୍ବର କେଉଁ ପ୍ରକାରେ ସେମାନଙ୍କୁ ଜୀବନ କାଟିବା ପାଇଁ କହିଅଛନ୍ତି
# that those who practice such things
ଏଠାରେ “ଅଭ୍ୟାସ” ର ଅର୍ଥ ହେଉଛି ବାରମ୍ବାର ବା ଅଭ୍ୟାସଗତ ଭାବରେ ମନ୍ଦ କାର୍ଯ୍ୟ କରିବା। ଅନ୍ୟ ଏକ ଅନୁବାଦରେ, “ଆଉ ଯେଉଁମାନେ ଦୁଷ୍ଟତାର କାର୍ଯ୍ୟ କରୁଥାଆନ୍ତି” (ଦେଖ:[[rc://*/ta/man/translate/figs-explicit]])
# are deserving of death
ମରିବାର ଯୋଗ୍ୟ
# these things
ଏହି ପ୍ରକାରର ମନ୍ଦ ବିଷୟଗୁଡ଼ିକ
# who do them
ଏଠାରେ “କରିବା” କ୍ରିୟାର ଅର୍ଥ ହେଉଛି ଯାହା ମନ୍ଦ ଅଟେ ସେହି କାର୍ଯ୍ୟକୁ କରୁଥିବା। ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମନ୍ଦ କାର୍ଯ୍ୟ କରୁଅଛନ୍ତି” (ଦେଖ:[[rc://*/ta/man/translate/figs-explicit]])