or_tn/rom/01/21.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# became foolish in their thoughts
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୂର୍ଖତାପୁର୍ଣ୍ଣ ବିଷୟ ଭାବିବାକୁ ଲାଗିଲେ” (ଦେଖ:[[rc://*/ta/man/translate/figs-activepassive]])
# their senseless hearts were darkened
ଏଠାରେ “ଅନ୍ଧକାର” ଏକ ରୂପକ ଅଟେ,ଯେଉଁ ଲୋକମାନଙ୍କ ବୁଝିବାର ଶକ୍ତି କମ୍ ଥାଏ, ସେମାନଙ୍କୁ ଦର୍ଶାଏ। ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ ବା ଅନ୍ତର ଆତ୍ମାର ଏକ ଲକ୍ଷଣ ସୂଚକ ଶବ୍ଦ ଅଟେ। ଅନ୍ୟ ଏକ ଅନୁବାଦରେ: “ସେମାନେ ବୁଝିବାରେ ଅସମର୍ଥ ହେଲେ ଯେ ଈଶ୍ବର ସେମାନଙ୍କୁ କ’ଣ ଜଣାଇବାକୁ ଚାହୁଁଥିଲେ” (ଦେଖ:[[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])