or_tn/rom/01/16.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# I am not ashamed of the gospel
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ। ଅନ୍ୟ ଏକ ଅନୁବାଦରେ: “ମୁଁ ସଂପୁର୍ଣ୍ଣଭାବେ ସୁସମାଚାରରେ ବିଶ୍ବାସ କରେ” (ଦେଖ:[[rc://*/ta/man/translate/figs-litotes]])
# it is the power of God for salvation for everyone who believes
ଏଠାରେ “ବିଶ୍ବାସ” ର ଅର୍ଥ ଯେଉଁ ଜଣ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରେ। ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଖ୍ରୀଷ୍ଟରେ ବିଶ୍ବାସ କରନ୍ତି, ସୁସମାଚାର ଦ୍ବାରା ପରମେଶ୍ବର ଆର୍ଶ୍ଚଯ୍ୟଭାବେ ସେମାନଙ୍କୁ ରକ୍ଷା କରନ୍ତି” (ଦେଖ:[[rc://*/ta/man/translate/figs-explicit]])
# for the Jew first and for the Greek
ଯିହୂଦୀ ଲୋକମାନଙ୍କ ପାଇଁ ଓ ଗ୍ରୀକ୍ ଲୋକମାନଙ୍କ ପାଇଁ
# first
ଏଠାରେ “ପ୍ରଥମ” ର ଅର୍ଥ ସମୟର ପର୍ଯ୍ୟାୟ ପୁର୍ବରୁ ଆସିବା