or_tn/rev/22/08.md

8 lines
994 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ସେ କିପରି ଦୂତଙ୍କୁ ପ୍ରତ୍ୟୁତ୍ତର ଦେଉଛନ୍ତି, ସେ ବିଷୟରେ ଯୋହନ ଆପଣା ପାଠକମାନଙ୍କୁ କହୁଛନ୍ତି I
# I fell down to worship at the feet
ଏହାର ଅର୍ଥ ଯୋହନ ଉଦ୍ଦେଶ୍ୟମୂଳକଭାବରେ ଉବୁଡ଼ ହୋଇ ପଡିଲେ ଓ ସମ୍ମାନ କିମ୍ବା ସମର୍ପଣର ଚିହ୍ନ ସ୍ବରୂପେ ଆପଣାକୁ ଲମ୍ବାଇ ଦେଲେ I ଏହି କର୍ମ, ସମ୍ମାନ ଓ ସେବା କରିବାର ଇଚ୍ଛାକୁ ପ୍ରଦର୍ଶନ କରିବା ନିମନ୍ତେ ଉପାସନାର ଏକ ମୁଖ୍ୟ ଅଂଶ ଅଟେ I ଦେଖ ତୁମେ ଏହିପରି ପଦ ଗୁଡିକୁ କିପରି [ପ୍ରକାଶିତ ବାକ୍ୟ ୧୯:୧୦](../19/10.md)ରେ ଅନୁବାଦ କରିଅଛ I