or_tn/rev/20/11.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହା ଯୋହନଙ୍କ ଦର୍ଶନର ପରବର୍ତ୍ତୀ ଅଂଶ I ସେ ଅକସ୍ମାତ୍ ଦେଖିଥିବା ଶ୍ବେତବର୍ଣ୍ଣ ସିଂହାସନ ଓ ମୃତମାନେ ବିଚାର ହେଉଥିବା ବିଷୟର ବର୍ଣ୍ଣନା କରୁଛନ୍ତି I
# The earth and the heaven fled away from his presence, but there was no place for them to go
ଯୋହନ ସ୍ବର୍ଗ ଓ ପୃଥିବୀର ବର୍ଣ୍ଣନା କରୁଛନ୍ତି ଯେପରି ସେମାନେ ଈଶ୍ବରଙ୍କ ବିଚାରରୁ ରକ୍ଷା ପାଇବା ନିମନ୍ତେ ଚେଷ୍ଟା କରୁଥିବା ଲୋକମାନେ I ଏହାର ଅର୍ଥ ଯେ ଈଶ୍ବର ପୁରାତନ ସ୍ବର୍ଗ ଓ ପୃଥିବୀକୁ ସମ୍ପୂର୍ଣ୍ଣରୂପେ ବିନାଶ କରିଥିଲେ I (ଦେଖ:[[rc://*/ta/man/translate/figs-personification]])